ମାଲିକାନା ଆଧାରରେ ବ୍ୟବସାୟର ପ୍ରକାରଭେଦ

ମାଲିକାନା ଆଧାରରେ ବ୍ୟବସାୟର ପ୍ରକାରଭେଦ (Types of Business by Legal Structure) :- ବ୍ୟବସାୟର ମାଲିକାନା ସଂରଚନା (legal structure) ହେଉଛି ଆଇନଗତ ଢାଞ୍ଚା, ଯାହା ନିର୍ଦ୍ଧାରଣ କରେ ଯେ ଏହା କିପରି କର ବା ଟ୍ୟାକ୍ସ ଦେବ, ଏବଂ ମାଲିକମାନଙ୍କର ଦାୟିତ୍ୱ (liability) କେତେ ରହିବ।…

ବ୍ୟବସାୟର ପ୍ରକାରଭେଦ

କଥାରେ ଅଛି "କଷ୍ଟ କଲେ, କୃଷ୍ଣ ମିଳେ।"ଅର୍ଥାତ୍: କଠିନ ପରିଶ୍ରମରେ କୌଣସି ବଡ଼ ଲକ୍ଷ୍ୟ କିମ୍ବା ସଫଳତା ହାସଲ କରି ହୁଏ।  ବ୍ୟବସାୟ ହେଉଛି ଏକ ସୁସଂଗଠିତ ଏବଂ ନିରନ୍ତର ଆର୍ଥିକ କାର୍ଯ୍ୟକଳାପ, ଯାହା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସାମଗ୍ରୀ (Goods) ବା ସେବା (Services)…

ବ୍ୟବସାୟ ଓ ବ୍ୟବସାୟୀ

  ବ୍ୟବସାୟ କ’ଣ? "କୃଷୌ ଭୂମିଃ,ବିଦ୍ୟା ଚ ଶାନ୍ତିଃ, ରଣେ ଶୌର୍ଯ୍ୟମ୍,ବାଣିଜ୍ୟେ ଲକ୍ଷ୍ମୀଃ ।" ଅର୍ଥାତ କୃଷିରେ ବାସ କରନ୍ତି ଅନ୍ନଦାତ୍ରୀ ଦେବୀ, ବିଦ୍ୟାରେ ବାସ କରନ୍ତି ବାଣୀ ଦେବୀ, ଯୁଦ୍ଧରେ ବାସ କରନ୍ତି ଦୁର୍ଗା ଦେବୀ, ଓ ବାଣିଜ୍ୟରେ ବାସ କରନ୍ତି ଧନଦାତ୍ରୀ ଲକ୍ଷ୍ମୀ । ଏହାକୁ…

ଜଣେ ସଦସ୍ୟ (ଅଂଶଧନଧାରୀ) କମ୍ପାନୀ ବା One Person Company (OPC)

  ଜଣେ ସଦସ୍ୟ (ଅଂଶଧନଧାରୀ) କମ୍ପାନୀ ବା One Person Company (OPC) କ'ଣ?:- ଏକକ ବ୍ୟକ୍ତି କମ୍ପାନୀ One Person Company (OPC) ହେଉଛି ଭାରତରେ କମ୍ପାନୀ ଅଧିନିୟମ, ୨୦୧୩ (Companies Act, 2013) ଅନୁଯାୟୀ ପ୍ରଚଳିତ ଏକ ନୂତନ ବ୍ୟବସାୟିକ ଢାଞ୍ଚା। ଏହା ଜଣେ ବ୍ୟକ୍ତିବିଶେଷଙ୍କୁ…

ଘରୋଇ ସୀମିତ କମ୍ପାନୀ (Pvt Ltd Company)

  ଏକ ଘରୋଇ ସୀମିତ କମ୍ପାନୀ (Private Limited Company) ହେଉଛି ଭାରତରେ କମ୍ପାନୀ ଅଧିନିୟମ, ୨୦୧୩ (Companies Act, 2013) ଅନୁଯାୟୀ ପଞ୍ଜୀକୃତ ଏକ ସାମୂହିକ ବ୍ୟବସାୟ ସଂରଚନା। ଏହା ଏକ ସ୍ୱତନ୍ତ୍ର ଆଇନଗତ ସତ୍ତା (Separate Legal Entity) ଅଟେ, ଯାହାର ନିଜସ୍ୱ ଅଧିକାର ଓ…

ଏକକ ମାଲିକାନା (Sole Proprietorship)

ଏକକ ମାଲିକାନା ହେଉଛି ବ୍ୟବସାୟର ସବୁଠାରୁ ସରଳ ଆଇନଗତ ସଂରଚନା। ଏହାକୁ ଜଣେ ମାତ୍ର ବ୍ୟକ୍ତି ଆରମ୍ଭ କରନ୍ତି, ପରିଚାଳନା କରନ୍ତି ଏବଂ ମାଲିକାନା କରନ୍ତି। ଏହି ସଂରଚନାରେ ଆଇନଗତ ଭାବେ ବ୍ୟବସାୟ ଏବଂ ମାଲିକଙ୍କ ମଧ୍ୟରେ କୌଣସି ପୃଥକତା ନଥାଏ। ଏହି ବ୍ୟବସାୟ ସଂରଚନାରେ ମୁଖ୍ୟତଃ ଗୋଟିଏ…