ହିସାବରକ୍ଷଣ ବା ଆକାଉଣ୍ଟିଙ୍ଗ
ହିସାବରକ୍ଷଣ ବା ଆକାଉଣ୍ଟିଙ୍ଗ କ'ଣ? କଥାରେ ଅଛି "ହିସାବ ଭଲ ତ, ବେପାର ଭଲ।” ଅର୍ଥାତ ଆର୍ଥିକ ନୀତି ଅନୁଶାସନ ବଳରେ ବ୍ୟବସାୟ ସର୍ବଦା ସଫଳ ହୁଏ। ହିସାବରକ୍ଷଣ ବା ଆକାଉଣ୍ଟିଙ୍ଗକୁ ପ୍ରାୟତଃ "ବ୍ୟବସାୟର ଭାଷା" (language of business) ବୋଲି କୁହାଯାଏ। ଏହା ହେଉଛି - ବ୍ୟବସାୟ…







